ସହର ମୁହାଁ ହାତୀ: ବୃଦ୍ଧଙ୍କୁ ଦଳିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ସହର ମୁହାଁ ହାତୀ: ବୃଦ୍ଧଙ୍କୁ ଦଳିଦେଲା

angul

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳ ଦେଉଳବେଡ଼ାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେଦାରନାଥ ପ୍ରସାଦ (୭୯)।

ଆଜି ସକାଳ ପ୍ରାୟ ୬ଟା ବେଳେ ସେ ନିଜ ଘର ପାଖରେ କାମ କରୁଥିବା ବେଳେ ହଠାତ୍ ଏକ ହନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

elephantଗତ ୨୮ ତାରିଖରୁ ୨ଟି ଦନ୍ତାହାତୀ ତଳଚେରର ଗୁରୁଜାଙ୍ଗ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗତକାଲି ଦିନବେଳା ଧର୍ମପୁର ନିକଟସ୍ଥ ଏକ ଜଙ୍ଗଲରେ ହାତୀ ଥିବା ନେଇ ପୁଲିସ୍ ଓ ବନବିଭାଗ ଅଧିକାରୀମାନେ ଖବର ପାଇଥିଲେ। ପରେ ସେମାନେ ସେଠାକୁ ଯାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।



from Odisha Reporter https://ift.tt/2SBRN4y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages