ଆପଣଙ୍କ ବେଡ୍‌ ରୁମ୍‌କୁ ଆକର୍ଷଣୀୟ ପାଇଁ ଏମିତି ସଜାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଆପଣଙ୍କ ବେଡ୍‌ ରୁମ୍‌କୁ ଆକର୍ଷଣୀୟ ପାଇଁ ଏମିତି ସଜାନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବେଡ୍‌ରୁମ୍‌ ଘରର ସବୁଠାରୁ ସୁଖଦ ସ୍ଥାନ। ଏଇଠି ଆମେ ବିଶ୍ରାମ ନେଇଥାଉ ଏବଂ ଆରାମ ବି କରିଥାଉ।ତେଣୁ ଶୋଇବା ଘରକୁ ଏପରି ସଜାନ୍ତୁ ଯାହା ଆପଣଙ୍କ ଦିନଯାକର ଥକାପଣ ଏବଂ ଚାପକୁ ଦୂରେଇ ଦେଇପାରିବ। ଯେଉଁଠି ଆପଣ ଆନନ୍ଦରେ ଦିନ ଗୁଡ଼ିକୁ ବିତେଇପାରିବେ। ଯଦି ଆପଣ ଏକା ନରହି ପାର୍ଟନର୍‌ଙ୍କ ସହ ରହୁଛନ୍ତି ତେବେ ଆପଣ ଏହାକୁ ସଜାଇବାରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଏହି ବେଡ୍‌ ରୁମ୍‌କୁ ଉଚିତ୍ ଢଙ୍ଗରେ ସଜାଇବାକୁ ଚାହୁଁଛନ୍ତି ତେବେ ଆପଣ କିଛି ଟିପ୍ସ ମଧ୍ୟ ଆପଣାଇପାରିବେ। ତେବେ ପଢ଼ନ୍ତୁ।

କିଡ୍ଡୋ ରୁମ୍‌

ଆପଣ ଯଦି ସିଙ୍ଗଲ୍‌ ଅଛନ୍ତି ଆଉ ଆପଣ ଖେଳନା ବା ବିଭିନ୍ନ ପ୍ରକାର ଟେଡିକୁ ଭଲ ପାଆନ୍ତି ତାହେଲେ ଆପଣ ଖେଳଣାରେ ଆପଣଙ୍କ ବେଡ୍‌ରୁମ୍‌କୁ ସଜାଇ ପାରିବେ।

କ୍ଲାସିକ୍‌ ବେଡ୍‌ରୁମ୍‌

 

କ୍ଲାସିକ୍‌ ବେଡ୍‌ ରୁମ୍‌ କହିଲେ ଏକଦମ୍‌  ସାଧାରଣ। ଯେଉଁ ରୁମ୍‌କୁ  ସୂର୍ଯ୍ୟ କିରଣ ପଡ଼ିପାରୁଥିବ। ଏମିତି ହେଲେ ଆପଣଙ୍କ ବେଡ୍‌ରୁମ୍‌ ସବୁବେଳେ ଫ୍ରେସ୍‌ ଲାଗିବ।

ରାଜ୍‌କୁମାରୀ ଭଳି ବେଡ୍‌ରୁମ୍

ଯଦି ଆପଣ ନିଜକୁ ଖାସ୍‌ ଭାବୁଥାନ୍ତି ତାହାଲେ ଆପଣଙ୍କ ବେଡ୍‌ରୁମ୍‌କୁ ମଧ୍ୟ ଖାସ୍‌ ଭଳି ସଜାନ୍ତୁ। ଆପଣ ଏହି ଫଟୋ ଦେଖି ଆପଣଙ୍କ ବେଡ୍‌ରୁମ୍‌ ସଜାଇ ପାରିବେ।

ଫୁଲ ଡିଜାଇନ୍‌ ଭଳି ବେଡ୍‌ରୁମ୍‌

ଆପଣ ବିଭିନ୍ନ ପ୍ରକାର ଫୁଲ ଡିଜାଇନ୍‌ ଭଳି ବେଡ୍‌ସିଟ୍‌ ଆଣି ଆପଣଙ୍କ ରୁମ୍‌କୁ ସଜାଇ ପାରିବେ।

ମୁଗଲ୍‌ ଷ୍ଟାଇଲ୍‌ ବେଡ୍‌ରୁମ୍‌

ମୁଗଲ ଷ୍ଟାଇଲ୍‌ ବେଡ୍‌ରୁମ୍‌ରେ ସିଲ୍କ ଚାଦର ଏବଂ ପରଦା ଆହୁରି ଆକର୍ଷଣ ଦେଖାଯାଏ। ଯଦି ଆପଣ ପରଦା ସହ ପଲଙ୍କରେ ମଧ୍ୟ ସିଲ୍କ ବେଡ୍‌ସିଟ୍‌ ପକାଇବେ ଏହା ଆପଣଙ୍କୁ ଏକ ଅଲଗା ଅନୁଭବ ଦେବ।

 



from Odisha Reporter https://ift.tt/2SHXsWN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages