
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ଆସନରୁ ପ୍ରଭାସ କରମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ହେବେ। ଆଜି ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। କଂଗ୍ରେସ ଆଜି ପୂର୍ବାହ୍ନରେ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। କିନ୍ତୁ ସେଥିରେ ମୋରଡ଼ା ସ୍ଥାନ ପାଇନଥିଲା।
from Odisha Reporter http://bit.ly/2WSV2Hi
No comments:
Post a Comment