ସୁନା ଦୋକାନୀଙ୍କୁ ଛୁରା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ସୁନା ଦୋକାନୀଙ୍କୁ ଛୁରା ମାଡ଼

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସେକ୍ଟର-୫ରେ ଥିବା ଏକ ସୁନା ଦୋକାନ ମାଲିକଙ୍କ ଉପରକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଛୁରା ମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ IGHରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ବିନାୟକ ରାତିରେ ଦୋକାନ ବନ୍ଦ କରି ଘରକୁ କାର୍‌ ଯୋଗେ ଫେରୁଥିଲେ।  ମହତାବ ରୋଡ଼ରେ ତାଙ୍କ ଗାଡ଼ିକୁ କେତେକ ଦୁର୍ବୃତ୍ତ  ଅଟକାଇ ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ।  ଏଥିଯୋଗୁ ବିନାୟକଙ୍କ ଶରୀରର ୫ଟି ସ୍ଥାନରେ  ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ପ୍ଲାଣ୍ଟସାଇଟ୍ ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।



from Odisha Reporter https://ift.tt/2Qzc9xP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages