ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ନୂଆ ବର୍ଷ ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଜାଡ଼ଧର ଗାଁରେ ଘଟିଛି ଅଘଟଣ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଇଁବା ବେଳେ ପୋଡ଼ି ହୋଇଗଲେ ମହିଳା।
ମହିଳାଙ୍କ ଶରୀରର ଅଧା ଅଂଶ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
from Odisha Reporter https://ift.tt/2sFwh7M
No comments:
Post a Comment