ମଶାବତୀ ଯୋଗୁ ୬ ଛାତ୍ରୀ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ମଶାବତୀ ଯୋଗୁ ୬ ଛାତ୍ରୀ ଅସୁସ୍ଥ

ନିଆଳି( ଓଡ଼ିଶା ରିପୋର୍ଟର ): କଟକ ଜିଲ୍ଲା ଅଡ଼ଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ପ୍ରଭାବରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣଙ୍କ ଚିକିତ୍ସା ଅଡ଼ପୁର ମେଡିକାଲରେ ଚାଲିଥିବା ବେଳେ ୪ଜଣ ସୁସ୍ଥ ହେବାରୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।



from Odisha Reporter https://ift.tt/2raln9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages