ବାଘୁଣୀ ସ୍ନେହା କୋଳକୁ ଆସିଲେ ୨ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ବାଘୁଣୀ ସ୍ନେହା କୋଳକୁ ଆସିଲେ ୨ ଛୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି  । ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି।  ଶାବକ ଦୁଇଟିକୁ ମା’ ବାଘୁଣୀ ଏବେ ଲାଳନପାଳନ କରୁଛି।  ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି।  ଏଥିସହ ନନ୍ଦନକାନନରେ ବାଘସଂଖ୍ୟା ୨୭ରେ ପହଞ୍ଚିଛି । ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି  ।

ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଛି। ପ୍ରଥମ ବାଘ ଛୁଆଟି ଭୋର ୩ଟା୩୮ ମିନିଟ୍‌ ଓ ଦ୍ୱିତୀୟ ଛୁଆ ଭୋର ୫ଟା ୪୪ ମିନିଟ୍‌ରେ ଜନ୍ମ ହୋଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟକମାନେ ଖୁସି  ଥିବା ଜଣାଯାଇଛି।



from Odisha Reporter https://ift.tt/36DLkxA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages