ନୂଆଦିଲ୍ଲୀ: ଜେଏନୟୁ ହିଂସା ଘଟଣାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ମୁଖପିନ୍ଧା ଦୁର୍ବୃତ୍ତମାନେ ଜେଏନ୍ୟୁ ହଷ୍ଟେଲ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି।
ଏସବୁ ଭିତରେ ଆଜି ଜେଏନୟୁର ସାବରମତି ହଷ୍ଟେଲର ବରିଷ୍ଠ ୱାର୍ଡେନ ଆର ମୀନା ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ପଛର କାରଣ ସମ୍ପର୍କରେ କହି ନଥିଲେ ହେଁ ଗତକାଲି ହିଂସା ଘଟଣାକୁ କେନ୍ଦ୍ର କରି ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
from Odisha Reporter https://ift.tt/2Quadq6
No comments:
Post a Comment