ନବୀନ ନିବାସରେ ଶାହ କରିବେ ମଧ୍ୟାହ୍ନ ଭୋଜନ, ମେନୁରେ ୫୦ ପ୍ରକାର ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ନବୀନ ନିବାସରେ ଶାହ କରିବେ ମଧ୍ୟାହ୍ନ ଭୋଜନ, ମେନୁରେ ୫୦ ପ୍ରକାର ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ବହୁ ହାଇ ପ୍ରୋଫାଇଲ ବ୍ୟକ୍ତି,  ଏବେ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି। ସେମାନେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ନବୀନ ନିବାସରେ କରିବେ ବୋଲି ଜଣାଯାଇଛି।

ନବୀନ ନିବାସରେ ଖାସ ଅତିଥିଙ୍କ ପାଇଁ ଭବ୍ୟ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ମୋଟ ୧୧ ଜଣ ଭିଭିଆଇପି ଅତିଥିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ ଆସିଥିବା ଜଣାଯାଇଛି।

ମେନୁରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ରହିଥିବା ସୂଚନା। ସେଥିରେ ପ୍ଲେନ ରାଇସ୍, ଫ୍ରାଏଡ୍ ରାଇସ୍ ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ମଧ୍ୟ ରହିଛି।  ଚିକେନ୍, ମଟନ, ଚିଙ୍ଗୁଡି ସହ ରହିଛି ପ୍ରାୟ ୫୦ ପ୍ରକାର ଖାଦ୍ୟ। ରସଗୋଲା, ଚାଉଳ ଖିରି, ହାକା ନୁଡୁଲ୍ସ ମଧ୍ୟ ମେନୁରେ ସ୍ଥାନ ପାଇଛି।



from Odisha Reporter https://ift.tt/32JYBUt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages