କ୍ଷୀର ପୋଡ଼ପିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

କ୍ଷୀର ପୋଡ଼ପିଠା

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, କ୍ଷୀର, କାଜୁ, କଟା ନଡ଼ିଆ, ଚିନି, ଗୁଜୁରାତି ଗୁଣ୍ଡ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଭିଜାଇ ଭଲ ଭାବେ ବାଟି ଲୁଣ ଗୋଳାଇ ରଖନ୍ତୁ। ସେହିପରି କ୍ଷୀରକୁ ଫୁଟାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁକୁ ଭାଜି ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ଫୁଟା କ୍ଷୀର, କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟନ୍ତୁ। ଏହାପରେ ସେଥିରେ ଚାଉଳ ବଟା ପକାଇ ଭଲଭାବେ ଗୋଳାନ୍ତୁ। ଚାଉଳ ବଟା କ୍ଷୀରରେ ଭଲ ଭାବେ ମିଶିଯିବା ପରେ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ଷୀର ପୋଡ଼ପିଠା’।



from Odisha Reporter https://ift.tt/39xBEG6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages