ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ‘ନରସିଂହ ନିଉତା’ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ମହାଦେବଙ୍କ ବିବାହ ପାଇଁ ପ୍ରଭୁ ନରସିଂହ ଦେବ ନିମନ୍ତ୍ରଣରେ ବାହାରିବେ।
ଗତକାଲି ନିରାଡ଼ମ୍ବର ଭାବେ ପତରପେଣ୍ଡି ସମ୍ପନ୍ନ ହୋଇଥିଲା। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ସନ୍ଧ୍ୟାରେ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରି ପାର୍ବତୀଙ୍କ ଘରେ ପହଞ୍ଚିଥିଲା।
କରୋନା ପାଇଁ ଲକ୍ଡାଉନ୍ ଥିବାରୁ ସବୁ ବର୍ଷ ଭଳି ଏଥର ଶୋଭାଯାତ୍ରା ଜାକଜମକରେ ହେଉ ନାହିଁ। ସବୁ ନୀତି, ପରମ୍ପରାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି।
from Odisha Reporter https://ift.tt/2ywO8ks
No comments:
Post a Comment