୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଗିରଫ

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ୩୫ କେଜି ବାର୍‌ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ କରିଛି। 

ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ। ସେମାନଙ୍କ ଘର ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତର ଭାଲିଗୋରା ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜ କିଶୋର ଓ ଅରୁଣ ବାଇକରେ ବାର୍‌ହା ମାଂସ ଆଣି ତଳଗାଁ ଅଞ୍ଚଳରେ ବିକ୍ରି କରୁଥିଲେ।  ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା ଓ ମାଂସ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ।



from Odisha Reporter https://ift.tt/2ZFY4TN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages