ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ରେ ପହଞ୍ଚି ଯାଇଛି।
7. Dhenkanal: 2
8. Ganjam: 286
9. Jagatsinghpur: 26
10. Jajpur: 5
11. Jharsuguda: 1
12. Kendrapada: 9
13. Keonjhar: 5
14. Khurda: 107
15. Koraput: 1
16. Malkangiri: 13
17. Mayurbhanj: 21
18. Nayagarh: 15
19. Puri: 5
20. Rayagada: 1
21. Sambalpur: 10
22. Sundargarh: 15— I & PR Department, Odisha (@IPR_Odisha) July 15, 2020
ଗଞ୍ଜାମ ଜିଲ୍ଲାରୁ ୨୮୬ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୦୭, ବାଲେଶ୍ୱର ଜିଲ୍ଲାରୁ ୬୧, ଜଗତସିଂହପୁରରୁ ୨୬, ମୟୂରଭଞ୍ଜ ଜିଲ୍ଲାରୁ ୨୧ ,କଟକ ଜିଲ୍ଲାରୁ ୧୬ ,ଅନଗୁଳ ଜିଲ୍ଲାରୁ ୧୪, ସୁନ୍ଦରଗଡ଼, ନୟାଗଡ଼ ଜିଲ୍ଲାରୁ ୧୫ ଲେଖାଏ, ସମ୍ବଲପୁର ଜିଲ୍ଲାରୁ ୧୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, ମାଲକାନଗିରି ଜିଲ୍ଲାରୁ ୧୩, ପୁରୀରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରୁ ୨, ଭଦ୍ରକ , ଯାଜପୁର, କେନ୍ଦୁଝର ଜିଲ୍ଲା, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ୧୪,୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪୯୩୩ ହେଉଛି ଆକ୍ଟିଭ କେସ୍
The post ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3j1XMxP
No comments:
Post a Comment