ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ବେଶ୍ କିଛି ଦିନ ହେବ ଅସୁସ୍ଥ ଥିଲେ।
ନିକଟରେ ଶିବରାଜ ପାଟିଲ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏଥିରୁ ସେ ସୁସ୍ଥ ହୋଇଯାଇଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ମେଡିକାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା।
କଂଗ୍ରେସର ଏହି ନେତା ୧୯୮୫ ଜୁନ୍ ୧୯୮୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏକ ଦୁର୍ନୀତି ଅଭିଯୋଗରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।
ତାଙ୍କ ମୃତ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Shri Shivajirao Patil Nilangekar Ji was a stalwart of Maharashtra politics. He served the state diligently, especially working for the welfare of farmers and the poor. Anguished by his demise. My thoughts are with his family and supporters. Om Shanti: PM @narendramodi
— PMO India (@PMOIndia) August 5, 2020
The post ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/39YDQI7
No comments:
Post a Comment