କମ୍ବିଂ ଅପରେସନ୍ ବେଳେ ୨୧ କିଲୋ ଜିଲୋଟିନ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

କମ୍ବିଂ ଅପରେସନ୍ ବେଳେ ୨୧ କିଲୋ ଜିଲୋଟିନ ଜବତ

ମାଲକାନଗିରି(ଓଡ଼ିଶା ରିପୋର୍ଟର):: ମାଲକାନଗିରି BSF ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋ ଜିଲୋଟିନ ଜବତ କରିଛନ୍ତି ଯବାନ।

ଗତକାଲି ୭୬ BSF ବାଟାଲିୟନର ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ନେଇ ଖବର ପାଇଥିଲେ। ଏହାପରେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନ ଜବତ କରିଥିଲେ ଯବାନ।’

ନକ୍ସଲମାନେ ଏହାକୁ ଲ୍ୟାଣ୍ଡ୍‌ମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ୍ କରି ଅଘଟଣ ଘଟାଇବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।

The post କମ୍ବିଂ ଅପରେସନ୍ ବେଳେ ୨୧ କିଲୋ ଜିଲୋଟିନ ଜବତ appeared first on Odisha Reporter.



from Odisha Reporter https://ift.tt/3d1DuCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages