ଦୁଇ ଟ୍ରେନ୍‌ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ଦୁଇ ଟ୍ରେନ୍‌ ମୁହାଁମୁହିଁ

ପ୍ରଥମଥର ପାଇଁ ରେଲୱେ ଚାକିରି ରିଟେନ୍‌ରେ ସିଲେକ୍ଟ ହେବା ପରେ ପପୁ ଇଣ୍ଟରଭ୍ୟୁ ଦେବା ପାଇଁ ଗଲା।

ଇଣ୍ଟରଭ୍ୟୁରେ ବସ୍‌ ପପୁକୁ ପ୍ରଶ୍ନ କଲେ…

ବସ୍‌ : ପପୁ ଯଦି ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ଆମନାସାମ୍ନା ହୋଇ ଆସୁଛନ୍ତି, ତେବେ ତୁମେ କ’ଣ କରିବ ?

ପପୁ : ଲାଲ୍‌ ପତାକା ଦେଖାଇ ଦେବି, ଟ୍ରେନ୍‌ ରହିଯିବ।

ବସ୍‌ : ଯଦି ଲାଲ୍‌ ପତାକା ତୁମକୁ ମିଳିବ ନାହିଁ…ତେବେ ?

ପପୁ : ତା’ହେଲେ ଟର୍ଚ୍ଚ ମାରିବି।

ବସ୍‌ : ଯଦି ଟର୍ଚ୍ଚ ବି ମିଳିଲାନାହିଁ !!

ପପୁ : ତେବେ ମୁଁ ମୋ ଲାଲ୍‌ ଶାର୍ଟ ବାହାର କରି ଦେଖାଇବି…

ବସ୍‌ : ଆଚ୍ଛା ଯଦି ତୁମେ ସେଦିନ ଲାଲ୍ ଶାର୍ଟ ପିନ୍ଧି ନଥିବ, ତେବେ କ’ଣ କରିବ ?

ପପୁ : ତା’ହେଲେ ସାର୍‌ ମୁଁ ମୋ ପିଇଷୀଙ୍କ ପୁଅକୁ ଡାକି ଆଣିବି।

ବସ୍‌ : କାହିଁକି ?

ପପୁ : କାରଣ ସେ କେବେ ଦୁଇଟି ଟ୍ରେନକୁ ମୁହାଁମୁହିଁ ହେଉଥିବା ଦେଖିନାହିଁ।

The post ଦୁଇ ଟ୍ରେନ୍‌ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/3p5BI8K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages