୨୩ ଡିସେମ୍ବର ,ବୁଧବାର: ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

୨୩ ଡିସେମ୍ବର ,ବୁଧବାର: ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ:  ପାରିବାରିକ ଜୀବନରେ ଆଶାଜନକ ଫଳ ପ୍ରାପ୍ତିହେବ । କାରବାରରେ ସୁଧାର ଆସିବ।

ବୃଷ:  ବନ୍ଧୁବାନ୍ଧବ ଆଗକୁ ବଢିବାରେ ସାହାଯ୍ୟ କରିବେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:  କୌଣସି ନୂତନ କର୍ମ କରିବାକୁ ଚାହିଁଥିଲେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ

କର୍କଟ:  ବ୍ୟବସାୟ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ସନ୍ତାନର ସଫଳତାକୁ ଦେଖି ଖୁସି ଅନୁଭବ କରିବେ।

ସିଂହ:  କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ମିଳିବ । ଭାଇ ଭଉଣୀଙ୍କ ସହ ମନୋମାଳିନ୍ୟ ଦୂର ହେବ। ଯେ କୌଣସି କାର୍ଯ୍ୟକୁ ସହଜରେ ସମାଧାନ କରିପାରିବେ।

କନ୍ୟା:   ଆର୍ଥିକ ସମସ୍ୟା ସମାଧାନ ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ

ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି।

ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ଧନୁ:  ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ କରିବେ।  ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ।

ମକର: ବିବାହ ସ୍ଥିର ହୋଇପାରେ। ପରୋପକାର ସହ ଶତ୍ରୁ ଦମନ କରିବାରେ ସଫଳ ହେବେ।

କୁମ୍ଭ:  ମାନ-ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତି ଯୋଗ ରହିଛି।

ମୀନ:  ପଡ଼ୋଶୀମାନେ ଦୂରେଇ ଯିବା ସହ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ।

The post ୨୩ ଡିସେମ୍ବର ,ବୁଧବାର: ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3aFubIL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages