ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନଟି ଆପଣଙ୍କର କେମିତି କଟିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 31, 2022

ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନଟି ଆପଣଙ୍କର କେମିତି କଟିବ ଜାଣନ୍ତୁ

ମେଷ ରାଶି

  • ଅଶ୍ୱିନୀ ମେଷ ୧/୧- କର୍ମକ୍ଷେତ୍ରରେ ସଫଳତା, ବ୍ୟବସାୟରେ ଉନ୍ନତି ଏବଂ ରାଜନୀତିରେ ଅଗ୍ରଗତି ଲାଭ କରିବେ।
  • ଦ୍ୱିଜା ମେଷ୨/୧- ବହୁଦିନର ଆଶା ପୂରଣ ହେବା ସହ ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମରେ ସଫଳତା ମିଳିବ ଓ ବିବାହ ବନ୍ଧନରେ ଆବଦ୍ଧ ହେବେ।
  • କୃତ୍ତିକା ମେଷ ୩/୧- ବ୍ୟବସାୟରେ ସଫଳତା ମିଳିବ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।

ବୃଷ ରାଶି

  • କୃତ୍ତିକା ବୃଷ ୩/୨- ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ସହ ଆୟ ବୃଦ୍ଧି ହେବ। ଦୂରଯାତ୍ରା କରିବେ।
  • ରୋହିଣୀ ବୃଷ ୪/୨- ବ୍ୟବସାୟରେ ଉନ୍ନତି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ସ୍ଥାୟୀ କର୍ମ ନିଯୁକ୍ତି ମଧ୍ୟ ମିଳିବ।
  • ମୃଗଶିରା ବୃଷ ୫/୨-ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ। ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବ।

ମିଥୁନ ରାଶି

  • ମୃଗଶିରା ମିଥୁନ ୫/୩- ମନୋବଳ ଦୃଢ଼ ହେବ। ଇଚ୍ଛା ଶକ୍ତି ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ ହେବ।
  • ଆଦ୍ରା ମିଥୁନ ୬/୩- ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ଦେଖାଦେବ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ଆର୍ଥିକ ଉନ୍ନତି ଓ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ।
  • ପୁନର୍ବସୁ ମିଥୁନ ୭/୩- ପାରିବାରିକ ସମସ୍ୟା ଦେଖାଦେବ। କ୍ୟାରିୟରରେ ଅବଶ୍ୟ ଉନ୍ନତି କରିବେ। ଗୁପ୍ତ ଶତୃ ଭୟ ଦେଖାଦେଇପାରେ। ଏଣୁ ସତର୍କ ରହି କାର୍ଯ୍ୟ କରନ୍ତୁ।

କର୍କଟ ରାଶି

  • ପୁନର୍ବସୁ କର୍କଟ ୭/୪ କର୍କଟ- ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଦୂର ଯାତ୍ରା କରିବାକୁ ପଡ଼ିପାରେ।
  • ପୂଷ୍ୟା ୮/୪ କର୍କଟ- ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ। ବହୁଦିନ ଆଶା ଆଶଙ୍କାର ଅବସାନ ଘଟିବ।
  • ଅଶ୍ଳେଷା ୯/୪ କର୍କଟ – ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ଅବସ୍ଥା ଭଲ ରହିବ।

ସିଂହ ରାଶି

  • ମଘା ସିଂହ ୧୦/୫ – ଆର୍ଥିକ ସମୃଦ୍ଧି ସହ ଦୂରଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି କରିବେ।
  • ପୂର୍ବାଫାଲଗୁନୀ ସିଂହ ୧୧/୫ – ଭାତୃ ବିବାଦ ଦେଖାଦେବ। ପ୍ରେମ କ୍ଷେତ୍ରରେ ବିଫଳତା ମିଳିବ। ଆର୍ଥିକ ସମୃଦ୍ଧି ଦେଖାଦେବ।
  • ଉତ୍ତରାଫାଲଗୁନୀ ସିଂହ ୧୨/୫ – ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଉନ୍ନତି ଏବଂ ରାଜନୀତିରେ ଅଗ୍ରଗତି କରିବେ।

କନ୍ୟା ରାଶି

  • ଉତ୍ତରାଫାଲଗୁନୀ କନ୍ୟା୧୨/୬ – ସ୍ଥାୟୀ କର୍ମ ନିଯୁକ୍ତି ମିଳିବ। କିନ୍ତୁ ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ଦେଖାଦେବ।
  • ହସ୍ତା କନ୍ୟା ୧୩/୬ – ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଆୟ-ବ୍ୟୟ ପ୍ରାୟ ସମାନ ରହିବ।
  • ଚିତ୍ରା କନ୍ୟା ୧୪/୬ – କ୍ୟାରିୟରରେ ଅବଶ୍ୟ ଉନ୍ନତି କରିବେ। ପ୍ରେମ କ୍ଷେତ୍ରରେ ବିଫଳତା ମିଳିବ। ଆର୍ଥିକ ଅବନ୍ନତି ଦେଖାଦେବ।

ତୁଳା ରାଶି

  • ଚିତ୍ରା ତୁଳା ୧୪/୭ – ପାରିବାରିକ ସମସ୍ୟା, ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।
  • ସ୍ୱାତୀ ତୁଳା ୧୫/୭ – ବକେୟା ଅର୍ଥ ଆଦାୟ ହେବ। ଶାରୀରିକ ଓ ମାନସିକ ଅଭିବୃଦ୍ଧି ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।
  • ବିଶାଖା ତୁଳା ୧୬/୭ – ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ବିଛା ରାଶି

  • ବିଶାଖା ବିଛା ୧୬/୮ – ନୂତନ ଗୃହ ନିର୍ମାଣ କରିବାକୁ ଯୋଜନା କରିବେ। ସ୍ଥାୟୀ କର୍ମ ନିଯୁକ୍ତି ମିଳିବ। ବ୍ୟବସାୟରେ ଉନ୍ନତି କରିବେ।
  • ଅନୁରାଧା ବିଛା ୧୭/୮ – ନିଜର ଦକ୍ଷତା ପ୍ରତିପାଦନ ସହିତ ନୂତନ ପଦ ପଦବୀ ଲାଭ କରିବେ। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ।
  • ଜ୍ୟେଷ୍ଠା ବିଛା ୧୮/୮ – ସନ୍ତାନମାନେ ଆଶାନୁରୂପ ସଫଳତା ହାସଲ କରିବେ। କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖମୟ ହେବ।

ଧନୁ ରାଶି

  • ମୂଳା ଧନୁ ୧୯/୯ – ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।
  • ପୂର୍ବାଷାଢା ଧନୁ ୨୦/୯ – ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ଓ ଦୁଃଖିତ ହେବେ। ଆୟ ବୃଦ୍ଧି ହେବ। ଦୂର ଯାତ୍ରା କରିବେ।
  • ଉତ୍ତରାଷାଢା ଧନୁ ୨୧/୯ – ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ କରିବେ। ଦାମ୍ପତ୍ୟ ଓ ପାରିବାରିକ ଜୀବନ ସୁଖମୟ ହେବ। କିନ୍ତୁ ମାଲି ମକୋଦ୍ଦମାର ଭୟ ଦେଖାଦେଇପାରେ।

ମକର ରାଶି

  • ଉତ୍ତରାଷାଢା ମକର ୨୧/୧୦ – ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ଯୋଗଦାନ କରିବା ସହିତ ନୂତନ ଯୋଜନା ହାତକୁ ନେବେ।
  • ଶ୍ରବଣା ମକର ୨୨/୧୦ – ଧନ, ମାନ, ଯଶ, ସମ୍ମାନ ଓ ପ୍ରତିଷ୍ଠା ମିଳିବ। ନୂତନ ଗୃହ ନିର୍ମାଣ କରିବା କ୍ଷେତ୍ରରେ ଆଗେଇବେ।
  • ଧନିଷ୍ଠା ମକର ୨୩/୧୦ – ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ହେବ।  ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ ରାଶି

  • ଧନିଷ୍ଠା କୁମ୍ଭ ୨୩/୧୧- ବହୁଦିନ ଧରି ଲାଗି ରହିଥିବା ବିବାଦରେ ବିଜୟୀ ହେବେ। ଧାର କରଜ କରି କାମ ହାସଲ କରିବେ। ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ଓ ଦୁଃଖିତ ହେବେ।
  • ଶତଭିଷା କୁମ୍ଭ ୨୪/୧୧- ଜଗିରଖି ଚଳନ୍ତୁ। ନିଜ ଲୋକମାନେ ବିରୋଧ କରିବେ। ବ୍ୟବସାୟରେ ବାଧାବିଘ୍ନ ଦେଖାଦେବ।
  • ପୂର୍ବଭାଦ୍ର କୁମ୍ଭ ୨୫/୧୧- କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଜୀବନରେ ମନାନ୍ତର ଯୋଗୁ ମନ ବିଚଳିତ ରହିବ।

ମୀନ ରାଶି

  • ପୂର୍ବଭାଦ୍ର ମୀନ ୨୫/୧୨- ଆର୍ଥିକ ସମୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ।
  • ଉତ୍ତର ଭାଦ୍ରପଦ ମୀନ ୨୬/୧୨- ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।
  • ରେବତୀ ମୀନ ୨୭/୧୨- ବହୁଦିନର ଆଶା ପୂରଣ ହେବ। ଦୂର ଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି କରିବେ।

The post ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନଟି ଆପଣଙ୍କର କେମିତି କଟିବ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/gCL5u8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages