ନବୀନ ନିବାସ ସାମ୍ନାରେ ଧାନ ମଣ୍ଡି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 9, 2023

ନବୀନ ନିବାସ ସାମ୍ନାରେ ଧାନ ମଣ୍ଡି!

କିଛି ନଥିଲା ହଠାତ ମାଡ଼ି ଆସିଲେ। ନବୀନ ନିବାସ ଆଡକୁ ମାଡ଼ି ଆସିଲେ ଚାଷୀ। ଜାଣିପାରିଲା ନାହିଁ ଗୁଇନ୍ଦା। ଶତାଧିକ ଚାଷୀ ଆସି ରାସ୍ତାରେ ଶୋଇଲେ। ନବୀନ ନିବାସ ସମ୍ମୁଖରେ ଧାନ ଢାଳି ପ୍ରତିବାଦ। ଧାନ ମଣ୍ଡି ଖୋଲିନଥିବାରୁ ବିକ୍ଷୋଭ।

The post ନବୀନ ନିବାସ ସାମ୍ନାରେ ଧାନ ମଣ୍ଡି! appeared first on Odisha Reporter.



from Odisha Reporter https://ift.tt/J2NHTMc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages