'ବିଜେପିକୁ ବିଜେଡି ସମର୍ଥନ କରିବାକୁ ବାଧ୍ୟ' - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 26, 2023

'ବିଜେପିକୁ ବିଜେଡି ସମର୍ଥନ କରିବାକୁ ବାଧ୍ୟ'

ବିଜେପି ରାଜନୀତିରେ ଧାମନଗର ମଡେଲର ଶ୍ରେୟ ଯଦି କାହାକୁ ଦିଆଯାଏ, ସେ ହେଉଛନ୍ତି ମନମୋହନ ସାମଲ। ପୂର୍ବତନ ରାଜସ୍ୱ ମନ୍ତ୍ରୀ। ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ରାଜ୍ୟ ରାଜନୀତି ଓ ୨୦୨୪ ନିର୍ବାଚନକୁ ନେଇ ବିଜେପିର ରଣନୀତି ସଂପର୍କରେ ଓଡ଼ିଶା ରିପୋର୍ଟର ସହ ବେଶ୍ ଖୁଲମଖୁଲା ଆଲୋଚନା କରିଛନ୍ତି ମନମୋହନ। ଏହାସହ ରାଜ୍ୟର ବିଜେଡି ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାରକୁ ବିଜେଡିର ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ବାବଦରେ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି ମନମୋହନ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SLHzt7x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages