ଛଡ଼ପତର ପରବର ରକଷ ଦଲ ବରକଅପ ପରଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 19, 2023

ଛଡ଼ପତର ପରବର ରକଷ ଦଲ ବରକଅପ ପରଟ

ଆକ୍ଟିଂ ଅପେକ୍ଷା ନିଜ ବିବାଦୀୟ ବୟାନ ଯୋଗୁ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ। କିଛି ଦିନ ପୂର୍ବରୁ ସ୍ୱାମୀ ଆଦିଲ ଦୁରାନୀଙ୍କ ବିରୋଧରେ ନିର୍ଯାତନା ଓ ଦୁର୍ବ୍ୟବହାର ଆଣି ଖୁବ୍‌ ଚର୍ଚ୍ଚାରେ ଥିଲେ ରାକ୍ଷୀ। ଏବେ ରାକ୍ଷୀ ସ୍ୱାମୀ ଆଦିଲ ଦୁରାନୀଙ୍କୁ ଛାଡ଼ପତ୍ର ଦେବା ଖୁସିରେ ବ୍ରେକଅପ ପାର୍ଟି ଦେବା ସହ ଡ୍ୟାନ୍ସ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ରାକ୍ଷୀଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ରାକ୍ଷୀ ନିଜ ବ୍ରେକଅପ ପାର୍ଟିରେ କହିଛନ୍ତି, ମୋ ସ୍ୱାମୀ ଆଦିଲ ଦୁରାନୀଙ୍କୁ ମୁଁ ଛାଡ଼ପତ୍ର ହେଉଛି। ଏଥିପାଇଁ ମୋ ମନରେ ଟିକିଏ ହେଲେ ବି ଦୁଃଖ ନାହିଁ। ଏହି ବ୍ରେକଅପ୍‌ ପାର୍ଟି ମୁଁ ଦୁଃଖରେ ଦେଉ ନାହିଁ ବରଂ ଖୁସିରେ ଦେଉଛି।

ରାକ୍ଷୀ ନିଜ ବ୍ରେକଅପ ପାର୍ଟିରେ ଲାଲ ଓ ଗୋଲଡେନ୍‌ ଲେହେଙ୍ଗା ପିନ୍ଧିଥିଲେ। ଏହାସହ ମ୍ୟାଚିଙ୍ଗ ସେଟ୍‌ ମଧ୍ୟ ପିନ୍ଧିଥିଲେ। ରାକ୍ଷୀ ନିଜ ସାଙ୍ଗରେ ଏକ ଢୋଲ ବାଲାକୁ ଆଣିଥିଲେ। ରାକ୍ଷୀ ଢୋଲ ବାଦ୍ୟର ତାଳେ ତାଳେ ଅଣ୍ଟା ହଲାଇ ଠୁମକା ଦେଉଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OE6yhTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages