
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆଜି ପୁଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ବେକାରୀ ସମସ୍ୟା ବିରୋଧରେ ଛାତ୍ର କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ବେଳେ ଏହି ଧସ୍ତାଧସ୍ତି ହୋଇଛି।
ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଆଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ ପୁଲିସ୍ ଅଟକାଇଥିଲେ। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

from OdishaReporter https://ift.tt/2Ougvmj
No comments:
Post a Comment