୨୯ ଜୁଲାଇ, ରବିବାର: ଏହି ରାଶିର ଲୋକେ ଆଜି ଗାଡ଼ି ନଚଲାଇଲେ ଭଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

୨୯ ଜୁଲାଇ, ରବିବାର: ଏହି ରାଶିର ଲୋକେ ଆଜି ଗାଡ଼ି ନଚଲାଇଲେ ଭଲ

Rasiphala

ମେଷ: ଦିନଟି ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ସୁଧାର ଆସିବ। ବୃଷ: ବ୍ୟବସାୟରେ ଲାଭ ମିଳିବ। ନୂଆ ଗାଡ଼ି କିଣି ପାରନ୍ତି। ଯାହାବି ନିଷ୍ପତ୍ତି ନେବେ ଭାବିଚିନ୍ତି ନିଅନ୍ତୁ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ଦେଣନେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାମରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାମାନଙ୍କ ଉନ୍ନତି ହେବ।

କନ୍ୟା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାମ ସଂପନ୍ନ ହେବ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ମାନସିକ ଅଶାନ୍ତି ଲାଗି ରହିବ। ଗାଡ଼ି ଚଲାନ୍ତୁ ନାହିଁ। ପିଲାମାନଙ୍କ ସହ ସମୟ ବିତାନ୍ତୁ।

ବିଛା: ବ୍ୟକ୍ତିଗତ ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରୁ ସୁବିଧା ପାଇବେ।

ଧନୁ: ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି। କୌଣସି କାମକୁ ପକାଇ ରଖନ୍ତୁ ନାହିଁ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ଶୁଭ କାମ ହେବାରେ ଯୋଗ ରହିଛି। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

କୁମ୍ଭ: ଛୋଟ ଛୋଟ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଅଳସୁଆ ହୁଅନ୍ତୁ ନାହିଁ। ସନ୍ଧ୍ୟା ପରେ ସ୍ଥିତିରେ ସୁଧାର ଆସିବ।

ମୀନ: ଧନସମ୍ପତ୍ତି ମିଳିବାର ଯୋଗ ରହିଛି। ପ୍ରେମ ସମସ୍ୟାର ସମାଧାନ ହୋଇଯିବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକ ତଥା ସାଙ୍ଗମାନଙ୍କ ପରାମର୍ଶ ନିଅନ୍ତୁ।



from OdishaReporter https://ift.tt/2K4roI1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages