ପ୍ରବଳ ବର୍ଷା: କଟକ ଓ ଭୁବନେଶ୍ୱରରେ ସବୁ ସ୍କୁଲ୍ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ପ୍ରବଳ ବର୍ଷା: କଟକ ଓ ଭୁବନେଶ୍ୱରରେ ସବୁ ସ୍କୁଲ୍ ଛୁଟି

bhubaneswar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ କଟକ ଓ ଭୁବନେଶ୍ୱରରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ଛୁଟି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

840

ଗତକାଲି ରାତିରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ କଟକ ଓ ଭୁବନେଶ୍ୱରରେ ମଧ୍ୟ ବର୍ଷା ଚାଲିଛି। ପ୍ରବଳ ବର୍ଷା ଯୋଗୁ ଉଭୟ ସହରର ସ୍ଥିତି ବେହାଲ ହୋଇପଡ଼ିଛି। ଉଭୟ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି।

କଟକ ଜିଲ୍ଲାପାଳ କହିଛନ୍ତି,“ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ତାଳଦଣ୍ଡା କେନାଲରୁ ଜଳ ନିଷ୍କାସନ ନେଇ ଉଦ୍ୟମ କରାଯାଉଛି। ସକାଳ ସୁଦ୍ଧା କଟକରେ ୧୯୫ ମି.ମି. ବର୍ଷା ହୋଇଛି। ବର୍ଷାରେ ଅଧକାଂଶ ପାଣି ପମ୍ପ୍ ଅଚଳ ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି।”

 



from OdishaReporter https://ift.tt/2O3atZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages