
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଆରମ୍ଭ ହୋଇଛି। ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ରାଜ୍ୟର ସମସ୍ତ ଟ୍ରକ୍ ଚଳାଚଳ ବନ୍ଦ ରହିଛି।
ଟୋଲ୍ ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାଟି ଇନ୍ସୁରାନ୍ସକୁ ବନ୍ଦ କରିବା ଭଳି ବିଭିନ୍ନ ଦାବିରେ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି।
from OdishaReporter https://ift.tt/2uQcpMv
No comments:
Post a Comment