
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଏହି ବରିଷ୍ଠ ବିଧାୟକଙ୍କୁ ଆସ୍ଥା ଚିଟ୍ଫଣ୍ଡ ମାମଲାରେ ସିବିଆଇ ସିଆର୍ପିସିର ଧାରା ୯୧ ଅନ୍ତର୍ଗତ ନୋଟିସ୍ ପଠାଇଛି। ତାଙ୍କୁ ଜୁଲାଇ ୩୦ ତାରିଖ ସୁଦ୍ଧା ଏସବୁ ତଥ୍ୟ ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ନିଜ ପ୍ରତିନିଧିଙ୍କ ମାଧ୍ୟମରେ ପଠାଇବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ତେବେ ସମ୍ପୃକ୍ତ ବିଧାୟକ ନିଜ ଓକିଲଙ୍କ ଜରିଆରେ ସମସ୍ତ ଦସ୍ତାବିଜ ଦାଖଲ କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।
from OdishaReporter https://ift.tt/2AkEXDO
No comments:
Post a Comment