ବିଶ୍ୱ ସ୍ମାର୍ଟସିଟି ତାଲିକାର ୩୪ ନମ୍ବରରେ ଭୁବନେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ବିଶ୍ୱ ସ୍ମାର୍ଟସିଟି ତାଲିକାର ୩୪ ନମ୍ବରରେ ଭୁବନେଶ୍ୱର

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ସ୍ଥାନ। ସିଙ୍ଗାପୁର ସ୍ଥିତ ଇଡେନ୍‌ ଷ୍ଟ୍ରାଟେଜୀ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ସ୍ଥାନ ପ୍ରଦାନ କରାଯାଇଛି।

ତାଲିକାର ଏକ ନମ୍ବରରେ ରହିଛି ଲଣ୍ଡନ। ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର ଥିବାବେଳେ ସିଓଲ୍‌କୁ ମିଳିଛି ୩ୟ ସ୍ଥାନ।

ସଦ୍ୟ ପ୍ରକାଶିତ ଏହି ତାଲିକାରେ ଭୁବନେଶ୍ୱର ସମେତ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ ଏବଂ ପୁଣେ ସହରକୁ ମଧ୍ୟ ସ୍ଥାନିତ କରାଯାଇଛି। ୨୩ ନମ୍ବର ସ୍ଥାନରେ ରାଜଧାନୀ ଦିଲ୍ଲୀ ରହିଥିବାବେଳେ ୨୮ ନମ୍ବରରେ ସୁରଟ ଏବଂ ୩୪ ନମ୍ବରରେ ଭୁବନେଶ୍ୱର ଓ ଅହମ୍ମଦାବାଦ ତଥା ୩୬ ତମ ସ୍ଥାନରେ ରହିଛି ପୁଣେ ସହର।



from OdishaReporter https://ift.tt/2L4Csty

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages