ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ଭିଡିଓ ପୋଷ୍ଟ୍ କରି କ’ଣ କହିଛନ୍ତି ଶୁଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ଭିଡିଓ ପୋଷ୍ଟ୍ କରି କ’ଣ କହିଛନ୍ତି ଶୁଣନ୍ତୁ

kkcopy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ରଥଯାତ୍ରା। ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ତେବେ କେବଳ ପୁରୀରେ ରଥଯାତ୍ରା ପାଳନ କରାଯାଏ ନାହିଁ। ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ। ତା’ସହିତ ବିଦେଶରେ ମଧ୍ୟ ଅନେକ ସ୍ଥାନରେ ରଥଯାତ୍ରା ପାଳନ କରାଯାଏ। ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ସେ ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବଖାଣିଛନ୍ତି। ଭିଡିଓରେ ପୁରୀ ରଥଯାତ୍ରାର ଦୃଶ୍ୟ ବି ରହିଛି।

ଦେଶର ସମସ୍ତ ଲୋକ ସୁଖରେ ରହନ୍ତୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି। ସେହିଭଳି ଏ ବର୍ଷ ଭଲ ବର୍ଷା ହେଉ ବୋଲି ସେ କାଳିଆଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସେ ପୋଷ୍ଟ୍ କରିଥିବା ଭିଡିଓରେ ଆଉ କ’ଣ କହିଛନ୍ତି ଶୁଣନ୍ତୁ-



from OdishaReporter https://ift.tt/2Ncb9ea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages