
ଧର୍ମଗଡ଼ (ଇଣ୍ଡିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍ରୁ ଜଣେ କଏଦୀ ଚମ୍ପଟ୍ ମାରିଛନ୍ତି। ଜେଲ୍ ପରିସର ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲେ।
from OdishaReporter https://ift.tt/2veUkYw
No comments:
Post a Comment