ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ ପାଲଟିଲାଣି। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀପଡ଼ିଆ ବସ୍ତିରୁ ଡ୍ରଗ୍ସ  ଜବତ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ  କରାଯାଉଥିଲେ ମଧ୍ୟ ଡ୍ରଗ୍ସ ବେପାରୀଙ୍କ କାରବାର କମୁନାହିଁ। ତେବେ ଚଢ଼ଉର କିଛି ଦିନ ପରେ ପୁଣି ସେମାନେ ବେଧଡ଼କ ଭାବେ ନିଜ କାରବାର ଆରମ୍ଭ କରି ଦେଉଛନ୍ତି।



from OdishaReporter https://ift.tt/2AeQrZz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages