
ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବିଟୁସାହି ଅଞ୍ଚଳରେ ବେଧଡ଼କ ଭାବେ ମୋରମ ଚାଲାଣ ଚାଲିଛି। ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି। ଆଜି ସକାଳେ ୧୯ ନମ୍ୱର ରାଜ୍ୟ ରାଜପଥର ପୁଡ଼ାସୁଳ ଛକ ଠାରେ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି।
from OdishaReporter https://ift.tt/2zSzaVR
No comments:
Post a Comment