ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କଲା କ୍ରାଇମବ୍ରାଞ୍ଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଓ ୧୮ ସହଯୋଗୀଙ୍କ ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିସାରିଲାଣି। ତା’ସହ ବାଲିଘାଟ, ମୋରମ ବ୍ୟବସାୟ ତଥ୍ୟ ପାଇଁ ୭ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ୍। ୧୧୦ କୋଟି ଟଙ୍କାର ‘ମଦର ଚାଇଲ୍ଡ କେୟାର ପ୍ରୋଜେକ୍ଟ’ର ତଥ୍ୟ ବି ମାଗିଛି। ସେହିପରି କୋଲକାତାରେ ଥିବା ତା’ର ସମ୍ପତ୍ତି ନେଇ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌।

ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟିଟୋର ଟଙ୍କା ଲାଗିଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ନିଜ ଭାଇ ଜରିଆରେ ଟିଟୋ ଏହି ଫିଲ୍ମରେ ଟଙ୍କା ଲଗାଇଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା।



from OdishaReporter https://ift.tt/2Jhdq5o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages