ରାଜଧାନୀରୁ ବ୍ରାଉନ୍‌ ସୁଗାର୍ ଜବତ:୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ରାଜଧାନୀରୁ ବ୍ରାଉନ୍‌ ସୁଗାର୍ ଜବତ:୨ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନ୍‌ ସୁଗାର୍ ଜବତ ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ୍ ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି ୩୬ ଗ୍ରାମ୍‌ ବ୍ରାଉନ୍‌ ସୁଗାର୍ ଜବତ କରିଛି। ଏଥିସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ ପ୍ରଧାନ ଓ ବାବୁ ଓରଫ ରବୀନ୍ଦ୍ର ପ୍ରଧାନ। ସେମାନଙ୍କଠାରୁ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ, ତିନି ଦିନ ତଳେ ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ଚଢ଼ଉ କରି ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଥିଲା।

ଅଧିକ ପଢ଼ନ୍ତୁ-ରାଜଧାନୀରେ ଚାଲିଛି ‘ଧଳା ଜହର’ କାରବାର; ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ



from OdishaReporter https://ift.tt/2M3RKvy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages