ଭାସିଲା ପୁରୀ ସହର; ବଡ଼ଦାଣ୍ଡ, ଶରଧାବାଲି ଜଳାର୍ଣ୍ଣବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଭାସିଲା ପୁରୀ ସହର; ବଡ଼ଦାଣ୍ଡ, ଶରଧାବାଲି ଜଳାର୍ଣ୍ଣବ

rain

ପୁରୀ (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳାର୍ଣ୍ଣବ ହୋଇଯାଇଥିଲା ବେଳେ ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବର୍ଷା ଯୋଗୁ ପୁରୀ ସହରର ବିଭିନ୍ନ ସାହି ଓ ଗଳିରେ ପାଣି ବହୁଛି। ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ବଡ଼ଦାଣ୍ଡ ଓ ଶରଧାବାଲି ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ସହରର ଅନେକ ଦୋକାନରେ ପାଣି ପଶିଯାଇଛି। ଏଭଳି ସ୍ଥିତି ଯୋଗୁ ଲୋକେ ଭାରି ହଇରାଣ ହେଉଛନ୍ତି।

ଦେଖନ୍ତୁ ଭିଡିଓ



from OdishaReporter https://ift.tt/2zXp0Do

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages