
ଜଳେଶ୍ୱର(ଅଜିତ କୁମାର ଦାସ): ମୋବାଇଲ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ର ଝାଡ଼ପିପଳ ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକ ଜଣଙ୍କ ହେଲେ ଶିବଶଙ୍କର ପ୍ରଧାନ।
ଘଣ୍ଟିଆଡ଼ି ଗାଁର ଶିବଶଙ୍କର ଏକ ମୋବାଇଲ୍ ଚୋରି କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ। ବିଧା ଓ ଗୋଇଠା ମାରିବା ସହ ଚପଲରେ ପିଟିଥିଲେ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।
from OdishaReporter https://ift.tt/2AmqmI5
No comments:
Post a Comment