ରେଷ୍ଟୁରାଣ୍ଟରେ ମହିଳା ୱେଟର୍‌ଙ୍କ ସହ ଦୁର୍ବ୍ୟବହାର କରି ଫସିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ରେଷ୍ଟୁରାଣ୍ଟରେ ମହିଳା ୱେଟର୍‌ଙ୍କ ସହ ଦୁର୍ବ୍ୟବହାର କରି ଫସିଗଲେ ଯୁବକ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ମହିଳା ୱେଟରଙ୍କ ସହ ଦୁର୍ବବ୍ୟହାର କରିଥିଲେ ଜଣେ ଯୁବକ। ଆଉ ଏହି ଦୁର୍ବ୍ୟବହାର ଏକ ଭୟଙ୍କର ରୂପ ନେଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ହୋଟେଲ୍‌ରେ ଜଣେ ମହିଳା ୱେଟର୍‌ କାମ କରୁଛନ୍ତି। ପଛପଟୁ ଜଣେ ଯୁବକ ତାଙ୍କ ନିତମ୍ବରେ ହାତ ମାରି ଚାଲିଯାଉଛନ୍ତି। ଏହାପରେ ଉକ୍ତ ମହିଳା ୱେଟର୍‌ ଜଣଙ୍କ ତାଙ୍କୁ ପଛ ପଟୁ ଟାଣି ଗାଳିକରିବା ପରେ ଧୁମ୍‌  ପିଟୁଛନ୍ତି।

ତେବେ ଆମେରିକାର ଏକ ରେଷ୍ଟୁରାଣ୍ଟର ଏ ଘଟଣା ବୋଲି ସୂଚନା ମିଳିଛି। ଭାଡିଓଟି ଭାଇରାଲ୍‌ ହେବାରେ ଲାଗିଛି। ଯୁବତୀ ଜଣଙ୍କ ନାଁ ଏମିଲିୟା ଏବଂ ଯୁବକ ଜଣଙ୍କ ନାଁ ଅୟାନ୍‌ ଚରବିଂଶ ବୋଲି ଜଣାପଡିଛି। ତେବେ ଯୁବକ ଜଣଙ୍କୁ ପିଟିବା ପରେ ଏମିଲିୟା ପୋଲିସକୁ ଡାକିଥିଲେ। ପୋଲିସ ଅୟାନ୍‌ଙ୍କୁ ଗିରଫ କରି ୨ଦିନ ଜେଲ୍‌ରେ ରଖିବା ପରେ ଛାଡ଼ିଏଦେଇଥିଲେ। ଜୁନ୍‌୩୦ ତାରିଖ ଦିନ ରାତି୧୧ରେ ଏହି ଘଟଣା ଘଟିଥିବାର ଜଣାପଡିଛି।

My cousin takes this pervert down for grabbing her ass. He is later arrested in front of his wife and 2 kids when the cops arrived. from r/JusticeServed



from OdishaReporter https://ift.tt/2L8U9cj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages