
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହରିହର ପଟ୍ଟନାୟକ।
ହରିହର ଜଣେ ଟ୍ୟୁସନ୍ ଶିକ୍ଷକ ଥିଲେ। ସେ ଚାଲି ଚାଲି ଯାଉଥିବାବେଳେ ହଠାତ୍ ନାଳରେ ଖସି ପଡ଼ିଥିଲେ।
from OdishaReporter https://ift.tt/2Ozd7pD

No comments:
Post a Comment