ରିଜର୍ଭ ପୁଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ରିଜର୍ଭ ପୁଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କେନ୍ଦ୍ରପଡ଼ା(ପ୍ରଭାତ କୁମାର ପରିଡ଼ା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ କେନ୍ଦ୍ରାପଡ଼ା ରିଜର୍ଭ ପୁଲିସ ହାବିଲଦାର ତ୍ରୈଲୋକ୍ୟନାଥ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ତୈଲୋକ୍ୟଙ୍କ ବାସଭବନ ସହ ତାଙ୍କ ପୈତୃକ ଘର ବନିଆଁ ଓ ଶ୍ୱଶୁର ଘର ବରାଇଲୋରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍‌।

ଚଢ଼ଉ ବେଳେ ୬୦ ଲକ୍ଷ ଟଙ୍କାର ଘର, ୭ଟି ବ୍ୟାଙ୍କ୍‌ ଆକାଉଣ୍ଟ, ସୁନା ଗହଣା ଓ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଜବତ କରାଯାଇଛି।

ତ୍ରୈଲୋକ୍ୟନାଥ ୨୩ ବର୍ଷ ହେବ ପୁଲିସ ବିଭାଗରେ କାର୍ଯ୍ୟରତ ଥିଲେ।

 



from OdishaReporter https://ift.tt/2M7011W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages