ଏସିଆନ୍ସ ଗେମ୍ସ: ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବୀ ଓ ରବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଏସିଆନ୍ସ ଗେମ୍ସ: ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବୀ ଓ ରବି

jakarta-apurvi

ଜାକର୍ତା: ଏସିଆନ୍ସ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।
୪୨୯.୯ ପଏଣ୍ଟ ସହ ଉଭୟ ଫାଇନାଲ୍‌ରେ ପହଞ୍ଚି ଥିଲେ। ଫାଇନାଲ୍‌ରେ ୫ଟି ଟିମ୍‌ ମଧ୍ୟରୁ ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି ବର୍ଗରେ ଚୀନ୍‌ ତାଇପେକୁ ସ୍ୱର୍ଣ୍ଣ ଏବଂ ଚୀନ୍‌କୁ ରୌପ୍ୟ ପଦକ ମିଳିଛି।
ଆଗକୁ ଅପୂର୍ବୀ ଏବଂ ରବି ବ୍ୟକ୍ତିଗତ ୧୦ ମିଟର୍‌ ଏୟାର ରାଇଫଲ୍‌ରେ ଭାଗ ନେବେ। ଏଥିରେ ସେମାନେ ପଦକ ଜିତିବା ନେଇ ଆଶା କରାଯାଉଛି।



from Odisha Reporter https://ift.tt/2vShSDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages