
ଜାକର୍ତା: ଏସିଆନ୍ସ ଗେମ୍ସ ୨୦୧୮ରେ ଭାରତୀୟ ମହିଳା କବାଡ଼ି ଦଳ ଷ୍ଟାଇଲ୍ରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଜାପାନ ବିରୋଧରେ ଖେଳା ଯାଇଥିବା ମ୍ୟାଚ୍କୁ ଦଳ ୩୧ ପଏଣ୍ଟ ବ୍ୟବଧାନରେ ଜିତି ନେଇଛି।
ପୂରା ମ୍ୟାଚ୍ରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ରେ ଭାରତ ଜାପାନକୁ ୪୩-୧୨ରେ ପରାସ୍ତ କରିଛି।
from Odisha Reporter https://ift.tt/2vStyqi
No comments:
Post a Comment