
ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡ଼ିଛି । ମୁଖତଃ ଖାଇରିପୁଟ ଓ ମାଥିଲି ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି।
ପାଙ୍ଗମ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଫଳରେ ପାଙ୍ଗମ ପୋଲ ଉପରେ ୪ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ଜୟପୁର ଓ ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ସେହିପରି ଖାଇରିପୁଟ ନିକଟରେ ଥିବା ଏକ କଲଭର୍ଟ ଧୋଇ ହୋଇଯାଇଛି। ଏଥିଯୋଗୁଁ ମଝିଗୁଡା ଓ କେନ୍ଦୁଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଛି।
from Odisha Reporter https://ift.tt/2nOYSSd
No comments:
Post a Comment