
ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ହେଉ ଅବା ଦେଶ ପାଇଁ ଜୀବନ ଦେବା, ସବୁଠି ଭାରତୀୟ ଯବାନ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ସମୟରେ ଭାରତୀୟ ଯବାନମାନେ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ସାରା ବିଶ୍ୱ ସାଲ୍ୟୁଟ୍ ମାରିଛି।
୧୯୨୪ ମସିହାରେ କେରଳରେ ହୋଇଥିବା ବଡ଼ ଧରଣର ବନ୍ୟାରେ ଭାରତୀୟ ଯବାନମାନେ ଏପରି କିଛି କାମ କରି ଦେଖାଇଥିଲେ, ଯାହା ସମସ୍ତଙ୍କୁ ଗର୍ବିତ କରିଥିଲା।

ଯବାନମାନେ ଯେତେବେଳେ ମଲାପୁରମ୍ ଜିଲ୍ଲାରେ ପହଞ୍ଚି ଥିଲେ, ଦେଖିଥିଲେ ବନ୍ୟା ଯୋଗୁ ଏକ ରାସ୍ତା ଧୋଇ ଯାଇଥିଲା। ରାସ୍ତା ଆରପଟେ ଥିବା ଲୋକମାନେ ଜଳବନ୍ଦୀ ଭାବେ ଜୀବନ ବିତାଉଥିଲେ।

ଯବାନମାନଙ୍କ ସହ ବାୟୁ ସେନା ଓ ଏନଡିଆରଏଫ୍ ଯବାନମାନେ କେରଳରେ ପହଞ୍ଚି ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।
from OdishaReporter https://ift.tt/2Mn5PHZ
No comments:
Post a Comment