ବସ୍‌କୁ ଧକ୍କା ଦେଲା ବସ୍‌; ୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ବସ୍‌କୁ ଧକ୍କା ଦେଲା ବସ୍‌; ୬ ଆହତ

bus

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା କାଠଯୋଡ଼ି ବ୍ରିଜ୍ ଉପରେ ଏକ କଲେଜ୍‌ ବସ୍‌କୁ ଏକ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ କଲେଜ ଛାତ୍ର ରହିଛନ୍ତି।

ଜୟଦୁର୍ଗା ନାମକ ଏହି ଘରୋଇ ବସ୍‌ଟି କାକଟପୁରକୁ ଯିବାବେଳେ କଲେଜ୍‌ ବସ୍‌କୁ ପଛରୁ ଧକ୍କା ଦେଇଥିଲା। ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ।

 



from OdishaReporter https://ift.tt/2AGxqzk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages