ସାପ କାମୁଡ଼ାରେ ଝିଅ ମୃତ; ବାପା ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ସାପ କାମୁଡ଼ାରେ ଝିଅ ମୃତ; ବାପା ଗୁରୁତର

snakebite

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସଦର ବ୍ଲକ୍ ସଂକିର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାପାଙ୍କୁ ବି ସାପ କାମୁଡ଼ି ଦେଇଛି।  ତାଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକ ନାବାଳିକାଙ୍କ ନାଁ କୁନ୍ତଳା ମୁଣ୍ଡା। ତାଙ୍କ ବୟସ ୭ ବର୍ଷ। ଗୁରୁତର ଅବସ୍ଥାରେ ତାଙ୍କ ବାପା ସୁକୁଲାଲ ମୁଣ୍ଡାଙ୍କୁ କେନ୍ଦୁଝର ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। କୁନ୍ତଳାଙ୍କର ବାନ୍ତି ହେବାରୁ ପରିବାର ଲୋକେ ସାପ କାମୁଡ଼ି ଥିବା ଜାଣିପାରିଥିଲେ।



from Odisha Reporter https://ift.tt/2nLThMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages