ଅଗଷ୍ଟ ୩, ଶୁକ୍ରବାର: ଏହି ରାଶିର ଲୋକେ ହନୁମାନ ଚାଳିଶା ପାଠ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଅଗଷ୍ଟ ୩, ଶୁକ୍ରବାର: ଏହି ରାଶିର ଲୋକେ ହନୁମାନ ଚାଳିଶା ପାଠ କରନ୍ତୁ

zodaic

ମେଷ: ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। କିଛି ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ବ୍ୟବସାୟରେ ଲାଭ ପାଇବେ।

ବୃଷ: ଦିନଟି ଆପଣଙ୍କର ଭଲରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ପିଲାମାନଙ୍କୁ ସଫଳତା ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି।

କର୍କଟ: ପାରିବାରିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯଦି କୌଣସି ସ୍ଥାନକୁ ଯାଉଛନ୍ତି, ତା’ହେଲେ ଅଳ୍ପ ବାସ୍ନା ଯୁକ୍ତ ଅତର ପକାଇ ଯାଆନ୍ତୁ।

ସିଂହ: ଚାକିରି କ୍ଷେତ୍ରରେ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ।

କନ୍ୟା: ପ୍ରେମ ବ୍ୟାପାରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ତେବେ ଅପରାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ।

ତୁଳା: ଚାକିରି କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ହନୁମାନ ଚାଳିଶା ପାଠ କରନ୍ତୁ ସମସ୍ୟା ଦୂର ହୋଇଯିବ।

ବିଚ୍ଛା: ପ୍ରେମ ସମ୍ପର୍କ ନିବିଡ଼ ହେବ। ଅଟକି ରହିଥିବା କାମ ହୋଇଯିବ। ଆଜି ଦିନଟି ଧାଁ ଦୌଡ଼ରେ କଟିବ।

ଧନୁ: ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ। ଯାତ୍ରାରେ ପ୍ରତିବନ୍ଧକ ଆସିପାରେ। କଳା ବସ୍ତୁ ଦାନ କରନ୍ତୁ, ସମସ୍ୟା ଟଳିଯିବ।

ମକର: ପିଲାମାନଙ୍କ ସହ ହସଖୁସିରେ ଦିନଟି କଟିବ। ମାନସମ୍ମାନ ବଢ଼ିବ। ଉପହାର ପାଇପାରନ୍ତି।

କୁମ୍ଭ: ଚିନ୍ତା ଦୂର ହେବ। ଯାନବାହନ କିଣିବାର ଯୋଗ ରହିଛି। ଯୁବବର୍ଗ ପ୍ରେମରେ ପଡ଼ି ପାରନ୍ତି।

ମୀନ: ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦାୟିତ୍ୱ ବଢ଼ିବ। ବ୍ୟବସାୟକୁ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ।

 



from OdishaReporter https://ift.tt/2MfaFDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages