
ଫ୍ଲରିଡା: ଆମେରିକାର ଫ୍ଲରିଡା ସହରର ଜ୍ୟାକ୍ସନ୍ଭିଲେରେ ରବିବାର ଗୁଳି ମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏହାସହ ଜଣେ ସନ୍ଦିଗ୍ଧର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ଏଣ୍ଟରଟେନ୍ମେଣ୍ଟ୍ କମ୍ପ୍ଲେକ୍ସରେ ଭିଡିଓ ଗେମ୍ ଟୁର୍ଣ୍ଣାମେଣ୍ଟ୍ ଚାଲିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
from Odisha Reporter https://ift.tt/2PaBWsq
No comments:
Post a Comment