ଚମକିଲେ ଦୂତୀ, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଚମକିଲେ ଦୂତୀ, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଦୂତୀ ଚାନ୍ଦ ଚମକିଛନ୍ତି। ୧୦୦ ମିଟର୍‌ ଫାଇନାଲ ଦୌଡ଼ରେ  ଦୂତୀ ଦ୍ୱିତୀୟ ସ୍ଥାନ ଦଖଲ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

୧୦୦ ମିଟର୍‌ ଦୂରତା ଅତିକ୍ରମ କରିବାକୁ ଦୂତୀ ୧୧.୩୨ ସେକେଣ୍ଡ ନେଇଥିଲେ। ମାତ୍ର ୨ ସେକେଣ୍ଡ ପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ।

୧୧.୪୩ ସେକେଣ୍ଡରେ ୧୦୦ ମିଟର୍‌ ଦୂରତା ଅତିକ୍ରମ କରି ଦୂତୀ ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିଥିଲେ।



from Odisha Reporter https://ift.tt/2NkdO5M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages