ଭଣ୍ଡବାବା ରାମପାଲ୍‌ର ଫଟୋ ରଖି ମୃତ ଶିଶୁକୁ ବଞ୍ଚାଇବାକୁ ପୂଜାଅର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଭଣ୍ଡବାବା ରାମପାଲ୍‌ର ଫଟୋ ରଖି ମୃତ ଶିଶୁକୁ ବଞ୍ଚାଇବାକୁ ପୂଜାଅର୍ଚ୍ଚନା

ପାଟକୁରା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବଳିପାଳ ଗାଁର ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତା’ପରେ ମୃତ ପୁଅର ସତ୍କାର କରିବା ପରିବର୍ତ୍ତେ ପରିବାର ଲୋକ ପୂଜାପାଠ ଆରମ୍ଭ କରି ଦେଇଥିଲେ।

ଭଣ୍ଡବାବା ରାମପାଲ୍‌ର ଫଟୋରଖି ସେମାନେ ଅପେକ୍ଷା କରି ରହିଥିଲେ। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ, ପ୍ରାୟ ୧୪ଘଣ୍ଟା ଧରି ଏପରି ପୂଜାର୍ଚ୍ଚନା ଚାଲିଥିଲା। ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ପୁଅର ଶବସତ୍କାର କରିଥିଲେ।



from OdishaReporter https://ift.tt/2OtzVak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages