ଫଟୋକୁ ନେଇ ସୋଶାଲ୍ ମିଡିଆରେ ଟ୍ରଲ୍‌ ହେଲେ ରାହୁଲ୍‌, ବିଜେପି ବି ଶେୟାର୍‌ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଫଟୋକୁ ନେଇ ସୋଶାଲ୍ ମିଡିଆରେ ଟ୍ରଲ୍‌ ହେଲେ ରାହୁଲ୍‌, ବିଜେପି ବି ଶେୟାର୍‌ କଲା

rahul1

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଜର୍ମାନ୍‌ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଜର୍ମାନ୍‌ ସଂସଦରେ ଭିନ୍ନ ଭିନ୍ନ ଭଙ୍ଗୀରେ ଛିଡ଼ା ହୋଇ ରାହୁଲ୍‌ କିଛି ଫଟୋ ନେଇଥିଲେ। ଏସବୁ ଫଟୋକୁ କଂଗ୍ରେସ ଦଳ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ସେୟାର କରି, ଫଟୋର କ୍ୟାପସନ୍‌ରେ ଭିନ୍ନ ଭିନ୍ନ ମୁଦ୍ରାରେ ରାହୁଲ୍‌ ବୋଲି ଲେଖିଥିଲା। ତେବେ ସୋଶାଲ୍‌ ମିଡିଆରେ ଏହି ଫଟୋଗୁଡ଼ିକ ଭାଇରାଲ୍ ହେବା ପରେ ସାଧାରଣ ଲୋକେ ଖୁବ୍ କଡ଼ା ଟିପ୍ପଣୀ ଦେଇଛନ୍ତି।

ଜଣେ ଟ୍ୱିଟ୍‌ କରି, ‘ମା’ ବିବାହ ପାଇଁ କଥାବାର୍ତ୍ତା କରୁଥିବେଳେ ମୁଁ’ ବୋଲି ଫଟୋଟିର ନୂଆ କ୍ୟାପ୍‌ସନ୍‌ ଦେଇଛନ୍ତି।  

rahul1ଅନ୍ୟଜଣେ ଲେଖିଛନ୍ତି, ‘ବିନା ଟିକେଟ୍‌ରେ ଟ୍ରେନ୍‌କୁ ଚଢ଼ି ଯାଇଥିବାବେଳେ ଟିଟି ପଳାଇ ଆସିବାର ସ୍ଥିତିରେ ପଡ଼ିଥିବା ଭଳି ରାହୁଲ୍‌ ଦିଶୁଛନ୍ତି’।

rahul12ସେହିପରି ଆଉ କେହି କଂଗ୍ରେସ ହିଁ କଂଗ୍ରେସର ମଜା ଉଡ଼ାଉଛି ବୋଲି ଟିପ୍ପଣୀ ଦେଇଛନ୍ତି।

କଂଗ୍ରେସର ଏହି ପୋଷ୍ଟିଂକୁ ବିଜେପି ମଧ୍ୟ ଶେୟାର୍‌ କରିଛି। ପୋଷ୍ଟ୍‌କୁ ଶେୟାର୍‌ କରି ବିଜେପି ପକ୍ଷରୁ ଏହାର କ୍ୟାପ୍‌ସନ୍‌ରେ କୁହାଯାଇଛି, ଏସବୁ ଫଟୋକୁ ଶେୟାର ନକରି ରହିହେବନି’।



from Odisha Reporter https://ift.tt/2PBZbfT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages