
କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ସାଲୁର ଘାଟିରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟିଛି ପଡ଼ିଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଭୁବନେଶ୍ୱର, ଜୟପୁର ଓ ବିଶାଖାପାଟଣାକୁ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ଠପ୍ ହୋଇଯାଇଛି।
from OdishaReporter https://ift.tt/2vDRWuF
No comments:
Post a Comment